ପୁଣି ଥରେ କରୋନା ସଂକ୍ରମିତ ହେଲେ ଭାରତର ପ୍ରଥମ କରୋନା ଆକ୍ରାନ୍ତ

ତିରୁଅନନ୍ତପୁରମ୍ : ଗତ ବର୍ଷ ଜାନୁଆରି ୩୦ରେ ଦେଶର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ଚୀନର ଉହାନରେ ଡାକ୍ତରୀ ପାଠ ପଢୁଥିବା କେରଳର ଜଣେ ଛାତ୍ରୀ ଭାରତ ଫେରିବା ପରେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ପ୍ରାୟ ଦେଢ ବର୍ଷ ପରେ ସେ ପୁଣି ଥରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ସେ ଦିଲ୍ଲୀ ଯିବାକୁ ଚାହୁଁଥିବାବେଳେ ସରକାରୀ ନିୟମ ଅନୁସାରେ ତା’ପୂର୍ବରୁ … Continue reading ପୁଣି ଥରେ କରୋନା ସଂକ୍ରମିତ ହେଲେ ଭାରତର ପ୍ରଥମ କରୋନା ଆକ୍ରାନ୍ତ